ଉତ୍କଳୀୟ (ରାଜକୀୟ) ନବ ବର୍ଷ ସୁନିଆଁ

ଆଜି ପବିତ୍ର ଉତ୍କଳୀୟ (ରାଜକୀୟ) ନବ ବର୍ଷ । ଶ୍ରୀ ବାମନ ଜନ୍ମ ,ସୁନିଆଁ। ଉତ୍କଳୀୟ ୧୪୩୧ ସାଲ ଆରମ୍ଭ ତଥା ଶ୍ରୀ ଶ୍ରୀ ଶ୍ରୀ ଵୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନଵକୋଟି କର୍ଣ୍ଣୋଟତ୍କଳ କଳଵର୍ଗେଶ୍ଵର ଅଭିରାଏ ଭୁତ ଭୈରଵ ଦୁଃସହ ଦୁଃଶାସନ ଅନିକରଣେ ରାଉତରାୟ ଅତୁଳଵଳ ପରାକ୍ରମ ସଂଗ୍ରାମେ ସହସ୍ରବାହୁ କ୍ଷତ୍ରିୟକୁଳ ଧୂମକେତୁ ଵୀରାଧୀଵୀରଵର ମହାପ୍ରତାପୀ ମହାରାଜା ଶ୍ରୀ ଶ୍ରୀ ଶ୍ରୀ ଦିଵ୍ୟସିଂହ ଦେଵ ମହାରାଜାଙ୍କର ୬୭ ଅଙ୍କ ଆରମ୍ଭ ଅବସରରେ ସମସ୍ତଙ୍କୁ ସାଦର ଅଭିନନ୍ଦନ ଜଣାଇବା ସହିତ ପ୍ରିତିଭରା ଶୁଭେଚ୍ଛା । ଉତ୍କଳୀୟ ସଂସ୍କୃତି ଓ ସାମାଜିକ ଜୀବନରେ ଗଜପତିଙ୍କ ନାମରେ ଆରମ୍ଭ ହୁଏ ନବବର୍ଷ ।

Spiritual

26
Sep
2023 7:15 PM


ଉତ୍କଳୀୟ (ରାଜକୀୟ) ନବ ବର୍ଷ ସୁନିଆଁ