ଆମ ଖାଦ୍ୟ ହିଁ ଆମର ଔଷଧ।
ଗ୍ରୀକ୍ ଚିକିତ୍ସକ ହିପୋକ୍ରେଟସଙ୍କର ଗୋଟେ କଥା ମନେପଡ଼ୁଛି। “ଖାଦ୍ୟକୁ ନିଜର ଔଷଧ ଭଳି ନିଅ, ନଚେତ୍ ଔଷଧକୁ ଖାଦ୍ୟ ପରି ଖାଇବାକୁ ପଡ଼ିବ”। ଆମର ଶରୀରକୁ ସୁସ୍ଥ ରଖିବାରେ ଖାଦ୍ୟର ଭୂମିକା କେତେ ଯେ ଗୁରୁତ୍ୱପୂର୍ଣ୍ଣ ତାହା ସେ ହୃଦୟଙ୍ଗମ କରିଥିଲେ।
Food
•
09
Jan 2024 9:04 PM
•