Srujanee Logo

ଆର୍ଟିକିଲ- ନଦୀ 

ନଦୀ - ଆପଣ ମାନେ ଭାବୁଥିବେ ବହୁତ ଛୋଟ ଶବ୍ଦ ଟିଏ, କିନ୍ତୁ ନଦୀ ର ରହିଛି ଅନେକ ମହତ୍ୱ, ଅନେକ କିମ୍ବଦନ୍ତୀ, ଅନେକ ପ୍ରେରଣା।ନଦୀ ଛୋଟ ଶବ୍ଦ ହୋଇଥାଇ ପାରେ କିନ୍ତୁ ତାର ବିଶାଳ ସାମ୍ରାଜ୍ୟ ଯାହା ଆମ ଜୀବନର ପ୍ରାଣକେନ୍ଦ୍ର କହିଲେ ଅତୃକ୍ତି ହେବ ନାହିଁ।ନଦୀ ବହୁତ ବର୍ଷ ରୁ ଆମକୁ କୋଳରେ ଧରି ଭରଣ, ପୋଷଣ କରିଆସିଛି, ତା ମନରେ ଘୃଣା, ଭେଦ ଭାବ କିଛି ନାହିଁ, ସରଳ, ନିଷ୍କପଟ ତାର ଚିରସ୍ରୋତା ରେ ଆମ କାନରେ କହିଯାଏ ଅନେକ କାହାଣୀ। ନଦୀ ଦେଶର ଜୀବନରେଖା କହିଲେ ମଧ୍ୟ ଅତୃକ୍ତି ହେବ ନାହିଁ।ଏହି ଆର୍ଟିକିଲ ରେ ଆମେ କେମିତି ନଦୀ କୁ ସଂମାନ ଦବା ନଦୀ କୁ ବଞ୍ଚେଇବା ତାହା ର ପ୍ରୟାସ କରିଛି, ଆମେ ଏକାଠି ହେଲେ ନିଶ୍ଚିନ୍ତ ଆମ ପବିତ୍ର ନଦୀ ମାନଙ୍କୁ ପର ପିଢ଼ି ପାଇଁ ବଞ୍ଚେଇ ରଖିପାରିବା 🙏

Literature

•

08
Jan
2024 8:36 PM

•


ଆର୍ଟିକିଲ- ନଦୀ