Srujanee Logo

ସୁସ୍ଥ ମନ ଏବଂ ସୁସ୍ଥ ଜୀବନ -ଆର୍ଟିକିଲ 

ଏ ଦୁନିଆ ରେ ସର୍ବଶ୍ରେଷ୍ଠ ହେଉଛି ମଣିଷର ମନ। ସବୁଠାରୁ ସର୍ବ ଶ୍ରେଷ୍ଠ ହେଉଛି ବି ତା ମନ। ମଣିଷ ତା ମନକୁ ଯଦି ଆୟତ ରେ ରଖିପାରିବ, ତାକୁ ଠିକ କାମରେ ଲଗେଇପାରିବ, ସେଇ ଅନୁସାରେ କାଯ୍ୟକରି ପାରିବ, ଏ ମନ ତାକୁ ଚରମ ଆନନ୍ଦ ଦେଇ ପାରିବl ଯଦି ମନକୁ ମଣିଷ ଆୟତ କରି ପାରିବ ନାହିଁ ତେବେ ମନ ଶତ୍ରୁ ଭଳି କାମ କରିବ।ଏଇ ମନ ହଉଛି ଦୁଇ ଧାରୀ ଖଣ୍ଡା ତାକୁ ଉପଯୋଗ କଲେ ସେ ଶତ୍ରୁ ନାଶ କରିବ,ତାକୁ ଯଦି ଭୁଲ ବାଟରେ ଉପଯୋଗ କରେ ସେ ମଣିଷର ନାଶ କରିବ।

Lifestyle

•

09
Jan
2024 9:15 PM

•


ସୁସ୍ଥ ମନ ଏବଂ ସୁସ୍ଥ ଜୀବନ -ଆର୍ଟିକିଲ