Srujanee Logo

ନଦୀ କାହାର

ଆମ ଭାରତ ଆମୂଳଚୁଳ ଅନେକ ନଦୀମାନଙ୍କ ଜଳରେ ପୂତ ଓ ପବିତ୍ର। ସେଥିମଧ୍ୟରୁ କିଛି ମୁଖ୍ୟ ନଦୀମାନଙ୍କ ଦ୍ୱାରା ଗଠିତ ମୋଟ୍ 25ଟି ନଦୀମୁହାଣ ଆମ ଭାରତରେ ରହିଛି। ତେବେ କେବଳ ଜଳାଭାବ ଦୂର କରିବାପାଇଁ ଯେ ନଦୀମାନେ କାମରେ ଆସନ୍ତି ତାହା ନୁହେଁ, ବରଂ ଅନ୍ୟ କୃଷି, ବିଦ୍ୟୁତ୍ ଯୋଗାଣ ପରି କାର୍ଯ୍ୟରେ ମଧ୍ୟ ନଦୀଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ।

Govt. Affairs

•

08
Jan
2024 11:18 PM

•


ନଦୀ କାହାର