ଭାରତୀୟ ଜାତୀୟ ପତାକା ଓ ରାଷ୍ଟ୍ର ଗାନ ର -: ମହତ୍ତ୍ଵ :-
'ଜାତୀୟ ପତାକା ' କେବଳ ଏ ଶବ୍ଦ ର ସ୍ପର୍ଶ ରେ ହୃଦୟ ରେ ପ୍ରଥମେ ସମ୍ମାନ,ପରେ ସମର୍ପଣ ଭାବନା ର ଆବେଗତା, ପବିତ୍ର ତଥା ଭାରତୀୟ ମାନଙ୍କ ଏକତ୍ର ଭାବ ର ରଜ୍ଜୁ ମନରେ ଯୋଡ଼ି ହୋଇଥାଏ। ଯେଉଁ ଚିହ୍ନ ଭାରତୀୟ ମାନଙ୍କୁ ପରିଚିତ କରାଇବା ପାଇଁ ବିରାଜମାନ, ତାକୁ ମୁଁ କିବା ଦେବି ସ୍ଥାନ,ଆମେ ତ କେବଳ ମାଧ୍ୟମମାନ ଓ ବ୍ୟାପକ କରିବାର ଅଛି ତା ପ୍ରତି ଥିବା ସମ୍ମାନ, ଭାବ ସମର୍ପଣ। ରାଷ୍ଟ୍ର ଗାନ ଯେ ତା ଦେଶ ର ସାର୍ବଭୌମ ର ପ୍ରମାଣ ଦିଏ , ଏଥିରେ ସନ୍ଦେହ ନାହିଁ।
Literature
•
23
Jan 2024 8:56 PM
•
