ଟେଡି ଦିବସ 

ଏଇ ଭାଲୁ କଣ୍ଢେଇ କି ଶାଢ଼ୀ ଦରକାର୍ ନାହିଁ,ରାତିରେ ଶୋଇବା ବେଳେ ତୋର କାନ୍ଧରେ ନିଜ ମଥା ରଖି ଶୋଇଲେ ମତେ ସବୁ ସୁଖ ମିଳିଯାଏ ।

ସାହିତ୍ୟ

•

10
Feb
2024 8:21 PM

•


ଟେଡି ଦିବସ