ଏକ ଭଲ ଜୀବନ ବଞ୍ଚିବା ପାଇଁ ୫ଟି ଗୁରୁତ୍ୱପୂର୍ଣ ଜିନିଷ - ମୋ ଅନୁଭୂତି ରୁ 🙏
ଏ ଦୁନିଆରେ ପ୍ରତେକ ବ୍ୟକ୍ତି ଦିନେ ନା ଦିନେ ନିଶ୍ଚିନ୍ତ ଖୁସି ଅନୁଭବ କରିଥିବେ.ତାଙ୍କ ଜୀବନରେ କେତେବି ଯନ୍ତ୍ରଣା ଥାଉ, କେତେବି ଦୁଃଖ ଥାଉ,ଜୀବନରେ କେବେ ନା କେବେ ଆନନ୍ଦିତ ସୁ ନିଶ୍ଚିତ ହେଇଛନ୍ତି.କିନ୍ତୁ ଅସୁବିଧା ହଉଛି ଏଇଆ କି ଆମେ ଖୁସିକୁ ଚିରସମୟ, ଚିରଦିନ ପଯ୍ୟନ୍ତ ଧରି ରଖିପାରୁନାହାନ୍ତି.ଏହା ହଉଛି ଆମର ବଡ ସମସ୍ୟା.ଆଜି ଜୀବନରେ ଦୁଃଖ ଅଛି, ସୁଖ ଅଛି, କଷ୍ଟ ଅଛି, ୟାର ମାନେ ନୁହେଁ ଆମ ଜୀବନରେ କେବେ ଖୁସି ଆସିନି.ଆମେ କେବେ ଆନନ୍ଦିତ ହେଇ ନାହାନ୍ତି.ଆମେ କେବେ ସୁନ୍ଦର ମୁହୂର୍ତ୍ତ କୁ କାଟି ନାହାନ୍ତି. ଆମେ ସେ ଭାବନା ଖୁସି କୁ କେମିତି ଚିରଦିନ ବଜେଇ ରଖିପାରିବା ବା ଭଲ ଜୀବନ ବଞ୍ଚିପାରିବା ସେ କୌଶଳ ଆମେ ଜାଣିପାରୁନାହାନ୍ତି. ଆଜିର ଏଇ ବ୍ଲଗ ରେ ଆମେ ୫ ଟି ଗୁରୁତ୍ୱପୂର୍ଣ ଅମୁଲ୍ୟ ଜିନିଷ ଜାଣିବା ଯାହା ପାଳନ କଲେ ବା ନିଜ କାଯ୍ୟରେ ଲଗେଇଲେ ଏକ ଭଲ ଜୀବନ ବଞ୍ଚିପାରିବା ରେ କୌଣସି ବାଧା ଆସିବ ନାହିଁ. ଚାଲନ୍ତୁ ଆଉ ପ୍ରତୀକ୍ଷା ନ କରି ଆରମ୍ଭ କରିବା ମୋର ଏଇ ବ୍ଲଗ ଟିକୁ.
Lifestyle
•
14
Jan 2024 9:32 PM
•
