Srujanee Logo

    "୨୦୨୪ରେ ଭାରତ" ଗଳ୍ପ - ଚଷମା ତଳର କାହାଣୀ 

ସୁସ୍ୱାଗତମ 🌹ଆଗକୁ ଆସୁଛି ନୂଆବର୍ଷ ୨୦୨୪. ସୃଜନୀ ର ଏହି ସର୍ବଶ୍ରେଷ୍ଠ ବ୍ଲଗ *୨୦୨୪ ରେ ଭାରତ *ବିଷୟବସ୍ତୁ ଟି ମୋ ମନକୁ ଟିକେ ଆନ୍ଦୋଳିତ କରିଥିଲା, କିଛି ସମୟ ପାଇଁ ମୁଁ ଗମ୍ଭୀର ଭାବନାରେ ବୁଡି ଯାଇଥିଲି, ଆପଣ ଭାବୁଥିବେ କଣ ଦୁଃଖରେ? ନାଁ ମୋର ଜୀବନରେ ବିତିଯାଇଥିବା ଏକ ପୁରୁଣା ସ୍ମୁତି ମନେ ପଡିଗଲା. ଯାହା ଆଜି ମୁଁ ଏଇ ଛୋଟ ଗଳ୍ପ ମାଧ୍ୟମରେ  ପରିବେଷଣ କରିବି ଏକ ଛୋଟ ସତ୍ୟତା ଉପରେ ଆଧାରିତ ଏଇ ନିରଚ୍ଛକ ଗଳ୍ପ "୨୦୨୪ ରେ ଭାରତ "ଯାହା ସମସ୍ତଙ୍କ ପାଇଁ ପ୍ରେରଣା ଆଣିଦେବ ନିଶ୍ଚିନ୍ତ, ଏହି ବ୍ଲଗ କୁ ଗୋଟିଏ ଛୋଟ ଗଳ୍ପ ମାଧ୍ୟମରେ ପରିବେଷଣ କୁ ଆପଣ ମାନେ ଗ୍ରହଣ କରିବେ ବୋଲି ମୋର ଆଶା🙏

Personal

•

31
Dec
2023 12:44 AM

•


    "୨୦୨୪ରେ ଭାରତ"
ଗଳ୍ପ - ଚଷମା ତଳର କାହାଣୀ