Srujanee Logo

              ୭୫ ବର୍ଷ ର ଭାରତ✨:                      -:ରାଜପଥ ରୁ କର୍ତ୍ତବ୍ୟ ପଥ:- 

'କର୍ତ୍ତବ୍ୟ ' କେବଳ ଗୋଟେ ଶବ୍ଦ ନୁହେଁ ବରଂ କର୍ମ ର ଏକ ଆଧାର।ସେହି କର୍ମ ଜଣେ ବ୍ୟକ୍ତି ବା ରାଜ୍ୟ ର ହେଉ କିମ୍ବା ଦେଶ ଭାରତର  ହେଉ। ଗୋଷ୍ଠୀ ଗତ ଭାବେ ହେଉ ବା ଏକାକୀ କିନ୍ତୁ ନିଶ୍ଚୟ ରୂପେ ସାଚ୍ଚୋଟତା ସହ ସମ୍ପନ୍ନ କରିବାକୁ ହୁଏ। ଏହା ହେଉଛି ଭାରତ ତଥା ଭାରତୀୟ ଙ୍କ ମୂଳମନ୍ତ୍ର।  ଏହା ଉପରେ ଏକ ଉପସ୍ଥାପନା କରିବାକୁ ଚେଷ୍ଟା କରିବି।

Festivals

•

31
Jan
2024 9:33 PM

•


              ୭୫ ବର୍ଷ ର ଭାରତ✨:                      -:ରାଜପଥ ରୁ କର୍ତ୍ତବ୍ୟ ପଥ:-