ଦାର୍ଶନିକ ଓ ସନ୍ଥ ସ୍ୱାମୀ ବିବେକାନନ୍ଦ
ଦୁନିଆ ସତ୍ୟକୁ ଏତେଜଲଦି ସ୍ୱୀକାର କରେନି । ଏତେ ସହଜ ସରଳ ଆକାରରେ ସ୍ୱୀକାର କରେନି । ବହୁତ କଷ୍ଟ ପରେ ତାହାକୁ ସ୍ୱୀକାର କରେ ଓ ତାହାକୁ ସତ୍ୟବୋଲି ମାନେ । ଆଉ ଯେଉଁବ୍ୟକ୍ତି ମାନେ ସତ୍ୟକୁ ସହଜ ଓ ସରଳ ଆକାରରେ ସୁନ୍ଦରତା ର ସହ ସ୍ୱୀକାର କରିଯାନ୍ତି, ସେମାନଙ୍କ ଜୀବନରେ ଗୋଟେ ବିରାଟ ପରିବର୍ତ୍ତନ ଆସେ । ଏହାକୁ କହିଯାଇଛନ୍ତି ଏ ଭାରତବର୍ଷର ଗୌରବାନ୍ବିତ ପୁରୁଷ, ଏ ଭାରତ ବର୍ଷର ଗର୍ବ, ଗୌରବ ଦାର୍ଶନିକ ଓ ସନ୍ଥ ସ୍ୱାମୀବିବେକାନନ୍ଦ । ଅଳ୍ପବର୍ଷ ର ଜୀବନ ତାଙ୍କର,୩୯ ବର୍ଷ ବଞ୍ଚି ଦେଇଯାଇଛନ୍ତି ଏମିତି କିଛି ଜ୍ଞାନର ଆଲୋକ ସମାଜକୁ, ଯାହା ବୁଝିବା ପ୍ରତ୍ୟେକ ଯୁବକ ଯୁବତୀଙ୍କ ପାଇଁ ନିତ୍ୟାନ୍ତ ଆବଶ୍ୟକ ।
Spiritual
•
07
Jan 2024 10:43 PM
•
