ମୋର ପ୍ରିୟ ପୁସ୍ତକ📚 ଏବଂ କାହିଁକି       ଏହା ସମ୍ପର୍କ ରେ  ସମସ୍ତଙ୍କୁ ଅବଗତ କରାଇବା                    -: ଉଚିତ୍ :-

 ପୁସ୍ତକ ର ପରିଚୟ କେବେ ଲୁଚି ରହେନା, ବିଦ୍ୟାର୍ଥୀ ଯେଉଁଠି ବିରାଜମାନ ସେଠି ପୁସ୍ତକ ଆପେ ଆପେ ନିଜର ଅସ୍ମିତା ପ୍ରକାଶ କରେ।ଏଥିରେ ସନ୍ଦେହ ନାହିଁ।   ମୋ ଦୃଷ୍ଟି ଗୋଚର ରେ ଏହାର ମାପକାଠି ଅଧିକ ରୁ ଅଧିକ ଭାବେ  ପାଠକ ପାଠିକା ମାନଙ୍କ ମଧ୍ୟରେ ବିସ୍ତୃତ। ମୁଁ ଯେତିକି ଲେଖିବାକୁ ପସନ୍ଦ କରେ , ସେତିକି ପଢିବାକୁ ପ୍ରୋତ୍ସାହିତ କରେ । ନିଜର ଅନୁସନ୍ଧାନ କୁ ପୁସ୍ତକ ମାଧ୍ୟମ ରେ ଖୋଜିବା ଓ ସେ ସମ୍ପର୍କ ରେ ସମ୍ୟକ୍ ଆଲୋଚନା ବା ବିବରଣୀ ରଖିବାକୁ ପସନ୍ଦ କରେ। ତେଣୁ ଅନ୍ୟମାନଙ୍କୁ ଏହି ସମ୍ପର୍କ ରେ ଅବଗତ କରାଇବା ପାଇଁ ଏକ ଉପସ୍ଥାପନ କରିବାକୁ ଚେଷ୍ଟା କରିବି।

Literature

•

20
Feb
2024 9:38 PM

•


      ମୋର ପ୍ରିୟ ପୁସ୍ତକ📚 ଏବଂ କାହିଁକି       ଏହା ସମ୍ପର୍କ ରେ  ସମସ୍ତଙ୍କୁ ଅବଗତ କରାଇବା
                   -: ଉଚିତ୍ :-