Cover Image

Ramesh Swain

ଜନ୍ମ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବେଗୁନିଆବସ୍ତ,1992 ରୁ କବିତା ଭଜନ ଗଳ୍ପ ଲେଖି ଚାଲିଛି।କବିତା ବହି ତିନି ଖଣ୍ଡ ଓ ଗୋଟିଏ ଭଜନ ବହି ପ୍ରକାଶିତ।ସରକାରୀ ଚାକିରିରୁ ଅବସର।ନିଶା ହେଉଛି କବିତା ଲେଖିବା।ଫେସ୍ ବୁକ୍ ରେ ଏକପଦି ପ୍ରତିଦିନ ପୋଷ୍ଟ କରିଚାଲିଛି।ଏବେ କ୍ଷୁଦ୍ର ଗଳ୍ପ କବିତା ସାମ୍ରାଜ୍ୟରେ ବୁଲୁଛି ,ଜୀବନ ଆଉ ମଣିଷ ଅନୁସନ୍ଧାନରେ।
0
Blogs
0
Followers
0
Following