ଜଗନ୍ନାଥ ଗୌଡ଼ ଓ କବି ଅନେକ surname
ଦୀର୍ଘ 15 ବର୍ଷ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରେ କାର୍ଯ୍ୟ କରି ବହୁତ ଅନୁଭୂତି ପାଇଛି। The Sorrow of Mother Earth ପୁସ୍ତକ ରଚନା କରିଅଛି। ଓଡ଼ିଆ ଭାଷାରେ ଓ ଇଂରାଜୀ ଭାଷାରେ କବିତା ଓ ଅନୁଭୂତି ସଂପନ୍ନ ଗଳ୍ପ ଓ ଉପନ୍ୟାସ ରଚନା କରେ।ସୃଜନୀ ଏହି ସୁଯୋଗ ଦେଇଥିବାରୁ ବହୁତ ଧନ୍ୟବାଦ🙏🙏🙏