Cover Image

ଡ଼ା ଶାଶ୍ଵତ ଦାସ୍

ଜନ୍ମ ତାଳଚେରର ଗୋଟେ କ୍ଷୁଦ୍ର ଗ୍ରାମ କଣିହାଁରେ । ପେସାରେ ଜଣେ ପ୍ରାଣୀଚିକିତ୍ସକ ହେଲେ ମଧ୍ୟ ଓଡ଼ିଆ ଭାଷା ସଂସ୍କୃତି ପାଇଁ କିଛି କରିବାର ଇଚ୍ଛା ସବୁବେଳେ ମନରେ ରହିଆସିଛି । ପ୍ରେମ, ପ୍ରକୃତି ଇତ୍ୟାଦି ଉପରେ କ୍ଷୁଦ୍ରକବିତା ଏବଂ ଗଳ୍ପ ପଢ଼ିବା ଓ ଲେଖିବା ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛି
0
Blogs
0
Followers
0
Following