ଅଞ୍ଜନ କୁମାର ପଣ୍ଡା
ଓଡ଼ିଆ ଭାଷା ଓ ଓଡ଼ିଶା ପାଇଁ କିଛି କରିବାର ଝୁଙ୍କ .. ଏ ଆଇ ବ୍ୟବହାର କରି ଉନ୍ନତ୍ତି ସୃଜନ କରିବାର ଝୁଙ୍କ .. ଜୀବନକୁ ପୁରାପରି ବଂଚିବାର ଝୁଙ୍କ ! ଓଡ଼ିଶାର ବାଲେଶ୍ୱରରୁ କାଲିଫୋର୍ଣ୍ଣିଆ ପର୍ଯ୍ୟନ୍ତ କିଛି ରାସ୍ତା ଅତିକ୍ରମ କରିଛି, ବିଶ୍ୱ ସନ୍ତାନ ହୋଇ ଓଡ଼ିଶା ମା ମନେ ରଖିଛି ମା କୁ ମନେ ପକେଇ ସାଧନା ଵିନ୍ୟାସ ବଜାୟ ରଖିଛି ! ଜୟ ଜଗନ୍ନାଥ !