Namita Jani
ମୋର ସମସ୍ତଙ୍କୁ ପ୍ରଣାମ 🙏
ଜୟ ଜଗନ୍ନାଥ ⭕️‼️⭕️
ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ 😊
ସମସ୍ତେ ଖୁସିରେ ରୁହନ୍ତୁ ☺️
ଆପଣଙ୍କ ଆଶୀର୍ବାଦ ନିହାତି ଦରକାର 🙌
"ଅପେକ୍ଷା ତୁମର ସବୁବେଳେ କରିଥିବି କିନ୍ତୁ କେବେ ଡାକିବି ନାହିଁ
ପ୍ରତ୍ୟକ କବିତା ତୁମ ପାଇଁ ଲେଖିବି କିନ୍ତୁ କେବେ ତୁମ ନାମ ନେବି ନାହିଁ "