Ipsita Priyadarshini
ଏହି ସାହିତ୍ୟ ଜଗତକୁ ମତେ ସୁଯୋଗ ଦେଇଥିବାରୁ ମୁ ହୃଦୟ ରୁ ଧନ୍ୟବାଦ୍। ଆମ ମାତୃଭାଷାର ସମୃଦ୍ଧି ପାଇଁ ସମସ୍ତଙ୍କର ସହଯୋଗ ଦରକାର ସେଥିପାଇଁ ମତେ ଲେଖିବା କୁ ବହୁତ୍ ଭଲ ଲାଗେ ।ଖାଲି ସମୟ ରେ କିଛି ନ କିଛି ମୁଁ ଲେଖେ ଆଉ ସେଥିପାଇଁ ବୋଧ ହୁଏ ମୁ ଏହି ପ୍ରତିଯୋୀତାରେ ଭାଗ ନେଲି ।ଆଶା କରୁଛି ମୋ ଲେଖା ସମସ୍ତଙ୍କ ମନ ଜିଣୁ ।