Rasmiranjan Panda
ନିଜକୁ ପରିସୀମା ମୁକ୍ତ କରି ଜାଣିବାକୁ ପାଇଲି ଯେ ଏମିତି ଅଗଣିତ କାହାଣୀ ଯେ କେବେଠାରୁ ଧୂଳି ର ଆବରଣ ତଳେ ନିଷକ୍ରିୟତା ସମାନ ଅପେକ୍ଷା କରିଛନ୍ତି। ସେମାନଙ୍କୁ ପୁଣି ମୁକ୍ତ କରିବାକୁ କଲମ ଧରିବାକୁ ସାହସ କରିଛି। ଆଶା ଅଛି କିଛି ନୂଆ ଓ କିଛି ପ୍ରେରିତ କାହାଣୀକୁ ପୁଣି ରଙ୍ଗ ତୂଳୀ ଦେଇ ଆପଣଙ୍କ ସାମ୍ନାରେ ଅଙ୍କିବି।