ସୁଶ୍ରୀ ପ୍ରିୟଦର୍ଶିନୀ ରାଉତ
ମୋ ମନ ରେ ଉଙ୍କି ମାରୁଥିବା ଭାବନା ମାନଙ୍କୁ ସାଉଁଟି ଗୁନ୍ଥେ ଶବ୍ଦ ମାଳରେ ପୁଣି ସେହି ଶବ୍ଦ ମାଳ କୁ ସାଧା କାଗଜ ରେ ଦିଏ ବୁଣି✍️
ମୋ ଆତ୍ମା ର କାନଭାସ ରେ ମୁଁ ଚିତ୍ର ଆଙ୍କେ🎨
ବେଳେ-ବେଳେ ସଙ୍ଗୀତ ର ତାଳ ରେ ହଜି ଗୁଣୁଗୁଣେଇ ଦିଏ🎶
ସଂସ୍କୃତି କୁ ଜାବୁଡି ଧରିଥିବା ସ୍ୱାଭିମାନୀ ଓଡ଼ିଆ ଝିଅ ଟିଏ 🙏