ସ୍ନେହଲତା ପଟ୍ଟନାୟକ
ମୁଁ ସ୍ନେହଲତା ପଟ୍ଟନାୟକ, ମୁଁ ଓଡ଼ିଆରେ ସ୍ନାତକତ୍ତୋର , ବର୍ତ୍ତମାନ ମୁଁ ସହିଦ ଲକ୍ଷ୍ମଣ ନାୟକ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷା, ଓଡ଼ିଆ ଅଧ୍ୟାପିକା ଭାବେ କାର୍ଯ୍ୟରତ। ମୁଁ ପ୍ରାୟତଃ ଓଡ଼ିଆ କବିତା ଲେଖେ। କିନ୍ତୁ ସଂକଳନ କିଛି ପ୍ରକାଶ କରିନାହିଁ। ଇ ପତ୍ରିକାରେ କେତୋଟି କବିତା ପ୍ରକାଶିତ ହୋଇଛି।