Tanusri nahak
ପେସାରେ ଜଣେ ସାମ୍ବାଦିକା ଓ ଆକାଶବାଣୀ ଉପସ୍ଥାପିକା । ୨୭ ବର୍ଷ ବୟସରେ ପଦାପର୍ଣ ପରେ ମିଳିଥିଲା ମୋତେ ମୋ ଜୀବନର ଲକ୍ଷ୍ୟ ଯାହାପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା ଦୀର୍ଘ ୨୦ ବର୍ଷ । ପ୍ରେମର ଅନୁସନ୍ଧାନରେ ଦୀର୍ଘ ୨୦ ବର୍ଷ । ଏହା ହିଁ ମୋ ଅଭିଜ୍ଞତା । ଆଉ ଆଧୁନିକ ସମାଜରେ ଶାସ୍ୱତ ପ୍ରେମ, ଅପେକ୍ଷା ଆଉ ଏହାକୁ ପାଇବା ପରେ ବିଫଳତା ଏହା ହିଁ ପାଠକଙ୍କ ନିକଟରେ ପଂହଚାଇବା ପ୍ରୟାସ ।