Cover Image

Uma shankar Majhi

ବାପା :- ମହାଦେବ ମାଝୀ ମାଆ ::- ଯମୁନା ମାଝୀ ଜନ୍ମସ୍ଥାନ :- ତୁଳାପଡ଼ା( କୁସୁମପଡା) ନର୍ଲା, କଳାହାଣ୍ଡି ଜନ୍ମ ତାରିଖ :- 14 ଡ଼ିସେମ୍ବର 1986 ବୃତ୍ତି :-ଶିକ୍ଷକତା ରୁଚି :- ଶିଶୁ କବିତା ଲିଖନ ଆଉ କ୍ରିକେଟ ଖେଳିବା ଚାକିରୀ ରେ ଯୋଗଦାନ 16 ଅକ୍ଟୋବର 2008 ନେସନାଲ ହାଇସ୍କୁଲ ନୂଆପଡା l ସେଥିରେ ଦୀର୍ଘ 4 ବର୍ଷ ପରେ ବଦଳି ହୋଇ ବର୍ତ୍ତମାନ ସରକାରୀ ଉଚ୍ଚ ବିଦ୍ୟାଳୟ ମୋହନଗିରି ରେ ସହକାରୀ ଶିକ୍ଷକ ହିସାବରେ କାର୍ଯ୍ୟରତ l
0
Blogs
0
Followers
0
Following