ଓଡ଼ିଶାର ଗଜପତି -ପୁରୁଷୋତ୍ତମଦେବ(The Gajapati of Odisha-Purushottam Deva)
ସେ ଓଡ଼ିଶାର ଭାଷା, ସଂସ୍କୃତି ଓ ସାହିତ୍ୟର ପୁଷ୍ଠ ପୋଷକତା ଥିଲେ l ସଂସ୍କୃତ ଭାଷା ସାହିତ୍ୟ ଓ ଧର୍ମଶାସ୍ତ୍ର ରେ ତାଙ୍କର ଗଭୀର ଜ୍ଞାନ ଓ ଆଗାଧ୍ୟ ପାଣ୍ଡିତ୍ୟ ଥିଲା l ତାଙ୍କ ଦ୍ୱାରା ରଚିତ ମୁକ୍ତି ଚିନ୍ତାମଣି ନାମକ ଗ୍ରନ୍ଥରେ ସେ ଜଗନ୍ନାଥ ମହାତ୍ମ୍ୟ ବର୍ଣ୍ଣନା କରିଛନ୍ତି l ଏହା ସହିତ ସେ ଅଭିନବ ଗୀତଗୋବିନ୍ଦ,ନାମ ମାଳିକା, ଦୁର୍ଗାସ୍ରାବ, ବିଷ୍ଣୁଭକ୍ତି, କଳ୍ପଦୃମ, ଦୀପିକା ଛନ୍ଦ ଇତ୍ୟାଦି ସଂସ୍କୃତ ଓ ଓଡିଆ ଗ୍ରନ୍ଥ ରଚନା କରିଛନ୍ତି l ଏହା ସହ ସେ ଧାର୍ମିକ ଓ ଦୟାଵାନ ମଧ୍ୟ ଥିଲେ l
History
•
11
Apr 2024 9:45 PM
•

