କ୍ଷତ ଓ କ୍ଷେତ
ଜଣେ ସ୍ୱାଭିମାନୀ ଶିକ୍ଷକଙ୍କର ଅନ୍ତର୍ବେଦନାର ଚିତ୍ର,ସମୟ ଚକ୍ରରେ ନିଜ ଜନ୍ମିତ ସନ୍ତାନ ବି ଭୁଲିପାରେ ବାପା, ମା’ଙ୍କୁ -ଏହା ହିଁ ଗଳ୍ପ“କ୍ଷେତ ଓ କ୍ଷତ”ର କଥାବସ୍ତୁ। ତଥାପି ସେ ଜୀବନର ସବୁ କ୍ଷତକୁ ଖାତିର ନ କରି ସୁନେଲି କ୍ଷେତ ଆଡେ ମୁହାଁ ହେବାର କଥା ଏଠାରେ ବର୍ଣ୍ଣିତ।
Lifestyle
•
16
Feb 2025 11:55 AM
•

