ଜୟ ମାଆ ଗଜଲକ୍ଷ୍ମୀ
ଗଜଲକ୍ଷ୍ମୀ ପୂଜାର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ଆସନ୍ତୁ ମାଆ ଗଜଲଷ୍ଟୀଙ୍କ ଆଠଟି ନାମ ଓ ପୂଜାର ମାହାତ୍ମ୍ୟ ବିଷୟରେ ଜାଣିବା । ମାଆ ଲକ୍ଷ୍ମୀ ସଭିଙ୍କୁ ଧନ,ସନ୍ତାନ, ଖୁସିରେ ରଖନ୍ତୁ ।🙏💐🙇
Spiritual
•
06
Oct
2025 10:05 AM
•