ପ୍ରାପ୍ତି
ଗୋଟିଏ ଗରିବ ପ୍ରେମୀଯୁଗଳଙ୍କ ପ୍ରେମରେ ପରିପୃଷ୍ଠ ଏହି ଗଳ୍ପ“ପ୍ରାପ୍ତି ”।ଦାଦନ ଖଟିବାକୁ ଯାଇଥିବା ନାୟକଟି ପାଇଁ ନାୟିକାର ଅପେକ୍ଷା,ଶେଷରେ ତା’ର ପ୍ରତ୍ୟାବର୍ତ୍ତନ। ଦୋଳ ପୂର୍ଣ୍ଣିମାର ରଙ୍ଗମୟ ଆସରରେ ମିଳନର ଆଭାସରେ ସମାପ୍ତ।ପ୍ରେମ,ପ୍ରତିଶୃତି,ବିରହ ଆଉ ଶେଷରେ ମିଳନ।
Literature
•
15
Feb 2025 10:32 PM
•
