ବିର୍ସା ଭଗବାନ , ଆପଣ ମହାନ।
ଭଗବାନ ବିର୍ସା ମୁଣ୍ଡା ଙ୍କୁ କିଏ ବା ନା ଜାଣିଛି ? ଇଂରେଜ ମାନଙ୍କ ଠାରୁ ନିଜ ଅଧିକାରକୁ ଛଡ଼ାଇ ଆଣିବା ପାଇଁ ଯିଏ ସମଗ୍ର ଜନ ଜାତି ଙ୍କୁ ଡାକରା ଦେଇଥିଲେ। ପ୍ରକୃତି ସେବା କୁ ନିଜ ବ୍ରତ କରି, ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ।
Culture
•
15
Nov 2025 6:53 PM
•
