Srujanee Logo

ଭାରତର କୃଷି ଓ ଜୀବିକା

ଶିକ୍ଷା କୁହ ,ସଂସ୍କୃତି କୁହ, ସଭ୍ୟତା କୁହ,ଶାନ୍ତି କୁହ କିମ୍ବା ସମାଜ କୁହ ସବୁରି ମୂଳରେ ରହିଛି ଖାଦ୍ୟ। ଏବଂ ଖାଦ୍ୟ ର ଆବଶ୍ୟକତାକୁ ଯିଏ ପରି ପୂରଣ କରେ ସେ ହେଉଛି ଚାଷୀ। ତେଣୁ ଚାଷ ଓ ଚାଷୀ, କୃଷି ଓ କୃଷକ ସମାଜ ଓ ସଭ୍ୟତା ର ମେରୁଦଣ୍ଡ।

Personal

•

15
Sep
2025 10:28 PM

•


ଭାରତର କୃଷି ଓ ଜୀବିକା