ମନୁଷ୍ୟତ୍ବର ଅନ୍ୱେଷଣ
ମନୁଷ୍ୟତ୍ବ ହେଉଛି ମନୁଷ୍ୟର ସର୍ବୋତ୍କୃଷ୍ଟ ଗୁଣ।ଏହା ନୀତି, ନୈତିକତା ଏବଂ ସମ୍ବେଦନଶୀଳତାର ପରିଚୟ। ଦୟା,ସହାନୁଭୂତି,ସହଯୋଗ, ଏବଂ ସତ୍ୟ-ନ୍ୟାୟର ପ୍ରତି ପ୍ରେମ ହେଉଛି ମନୁଷ୍ୟତ୍ବର ମୂଳ ଉପାଦାନ। ଯେଉଁଠି ମନୁଷ୍ୟତ୍ବ ଅଛି ସେଠି ଶାନ୍ତି,ସମୃଦ୍ଧି ଏବଂ ସମୂହ ଉନ୍ନତି ହୋଇଥାଏ।
Personal
•
14
Feb 2025 10:27 AM
•
