ମିଛ ସଂପର୍କ , ସତ ଶାଗ !!!

ଯେଉଁ ଦୁନିଆରେ ଆଜି ମଣିଷ ସମ୍ପର୍କର ପରିଭାଷା ଭୁଲିଯାଇଛି, ସେଇ ସ୍ବାର୍ଥପର ଦୁନିଆରେ ବୁଢ଼ୀ ମାଉସୀଙ୍କର ଏଇ ନିଃସ୍ୱାର୍ଥପର ପଦ କେତୋଟି ମନରେ ଶାନ୍ତି ଆଣିଦିଏ।

Personal

20
Sep
2025 8:16 PM


ମିଛ ସଂପର୍କ , ସତ ଶାଗ !!!