ମୌସୁମୀ ର ସ୍ଥିତି ଏବଂ ଭାରତୀୟ କୃଷି : Monsoon & Indian Agriculture.
ବହୁବର୍ଷ ଧରି ପାଣିପାଗ ର ହାରାହାରି ଅବସ୍ଥା କୁ ଜଳବାୟୁ କୁହାଯାଏ। ଭାରତର ଜଳବାୟୁ କୁ ମୌସୁମୀ ଜଳବାୟୁ ଆଖ୍ୟା ଦିଆଯାଇଛି। ମୌସୁମୀ ଶବ୍ଦ ଟି ଆରବ ଶବ୍ଦ "ମୌସମ" ରୁ ଆସିଛି, ଯାହାର ଅର୍ଥ ଋତୁ।
Science
•
09
Jun 2024 12:20 PM
•

