ଯଦି କେବେ ମୁଁ ତୋ ପାଖକୁ ଯିବି
ଯେବେ ପ୍ରେମ ନୂଆ ନୁଆ ଆରମ୍ଭ ହୁଏ ପ୍ରେମିକା ପ୍ରେମିକ ଉଭୟ ମନ ରେ ପ୍ରେମ ସାଗର ର ଲହରୀ ମାରୁଥାଏ। ପ୍ରେମିକା ଜେବେ ପଚାରେ ପ୍ରେମିକ ଟିକୁ ଆଚ୍ଛା ଶୁଣ ନା। ଆମ ପ୍ରଥମ ଦେଖା କେବେ ହେବ କିମିତି ସେ ସ୍ମୃତି ସବୁକୁ ତୁମେ ନିଜ ହୃଦୟ ରେ ସମ୍ଭାଳି ରଖିବ । ପ୍ରେମିକ କହିଲା କିଛିଏମିତି .
Personal
•
07
Oct 2025 5:46 AM
•

