ଶକ୍ତିର ଆରାଧନା
ମାଆଙ୍କର ସେ ଭୟଙ୍କର ରୂପକୁ ଦେଖି ହଠାତ୍ ମୁଁ ଅନ୍ତରରୁ କମ୍ପି ଉଠିଲି। ହେଲେ ଧିରେ ଧୀରେ ଭୟଙ୍କର ଆଖି ମୋତେ କରୁନାମୟୀ ଭଳି ଲାଗିଲା। ଆଖିରେ ଖାଲି କ୍ରୋଧ ନୁହେଁ ବରଂ ଅନୁତାପ ଏବଂ ଅଶ୍ରୁ ଥିଲା। ତେବେ ଏହାର କାରଣ କଣ ସେ କଣ ନିଜ ପରାକ୍ରମ ରେ ଖୁସି ନୁହନ୍ତି...
Spiritual
•
19
Oct 2025 8:07 AM
•

