ଶ୍ରୀକ୍ଷେତ୍ର —

ଅନ୍ଧାର ତଳେ ଆଲୋକ ର ଅନ୍ୱେଷଣ ଶ୍ରୀକ୍ଷେତ୍ର ମାନେ — ମୋ ଜଗା ର ଘର, ଆଉ ମୋ ଜଗା ଘର ମାନେ — ଭାବିଲେ ଲାଗେ କେତେ ସୁନ୍ଦର ଆଉ ମନୋହର । ଯେଉଁଠି ମୋ ଜଗା ରାଜା ଓ ଆମେ ସମସ୍ତେ ପ୍ରଜା, ସେ ଗୃହ ଥିଲା ଭକ୍ତି ର ଶିରୋମଣି, ଆଶା ଓ ଆସ୍ଥା ର ମହା ଆଭା

Literature

•

24
May
2025 4:19 PM

•