ସ୍ବପ୍ନମେଧ

ସହରତଳ ବସ୍ତିବାଲାଙ୍କ ଜୀବନ।ତା’ଭିତରେ ଗରିବପଣିଆ ରୂପୀ ବୋଝରେ ସ୍ୱପ୍ନ ଦେଖୁଥିବା ଝିଅର ସ୍ବପ୍ନ କିପରି ହଜିଯାଏ,ସେ ପରିବାର ପାଇଁ ଜୀବନ କ୍ଷେତ୍ରକୁ ଓହ୍ଲାଉ ଓହ୍ଲାଉ ବସ୍ କଣ୍ଡକ୍ଟର ସାଜେ। ତଥାପି ସେ ହାରି ନ ଯାଇ ନିଜର ସେଇ ସ୍ବପ୍ନକୁ ଖୋଜେ,ଏହା ହିଁ ଗଳ୍ପର ବିଷୟବସ୍ତୁ।

Lifestyle

15
Feb
2025 10:58 PM


ସ୍ବପ୍ନମେଧ