Srujanee Logo

ଆଜିର ସମୟ ଓ ହଜିଯାଉଥିବା ପ୍ରକୃତ ପ୍ରେମ 

ଆଜିର ସମୟ ହସୁଛି, ହଜିଯାଉଥିବା ପ୍ରକୃତପ୍ରେମ କାନ୍ଦିକହୁଛି, ମୁଁ କାହାପାଇଁ ଜୁଆର ତ କାହା ପାଇଁ ଭଟା ମୁଁ ଏକା ଅନୁଭବ ଖଟା କେବେ ମିଠା, କଣ୍ଟକିତ ମୋର ପଥ ବହୁତ କଠିନ, ଆଜିର ସମୟ ସିନା ମୋତେ ପରିହାସ କରୁଛି, ସତରେ, ମୁଁ ହଜିଯାଉଥିବା ପ୍ରକୃତ ପ୍ରେମ ସମୁଦ୍ର ମନ୍ଥନ ରେ ମିଶି ଯାଇଛି.

Literature

•

18
Dec
2023 4:17 PM

•


ଆଜିର ସମୟ ଓ ହଜିଯାଉଥିବା ପ୍ରକୃତ ପ୍ରେମ