ଆମ ଅଞ୍ଚଳରେ ନିର୍ବାଚନ ଲଢୁଥିବା ପାର୍ଥି ଙ୍କୁ ନେଇ ମୋ ଆଭିମୁଖ୍ୟ ( ନିର୍ବାଚନ ନୁହେଁ ତ ରଣନୀତି):-
ମୋ ମତାମତ ଅନୁଯାୟୀ ନିର୍ବାଚନ ନାଁ ରେ କେବଳ ପ୍ରୋପାଗଣ୍ଡା (ପ୍ରଚାର) ଆଉ ଜନସାଧାରଣଙ୍କ ମଧ୍ୟରେ ଏକତା ସୃଷ୍ଟି କରିବା ବଦଳରେ ବିଭାଜନ ର ବୀଜ ବୁଣା ଚାଲିଛି। ଏହା ହେଉଛି ଆମ ଗଣତନ୍ତ୍ର।
Govt. Affairs
•
08
May 2024 12:43 PM
•
