Srujanee Logo

ଅବର୍ଣ୍ଣନୀୟା

ଦୁନିଆଁରେ ଯେତେ ଶବ୍ଦ ଅଛି ତାକୁ କଣ' କେହି ବର୍ଣ୍ଣନା କରିପାରିବେ? ସେ ପରା ଅବର୍ଣ୍ଣନୀୟା.. ଅତୁଳନୀୟା...ସମୟ ବିତୁ ବିତୁ କେତେ କାହାଣୀ କେତେ ସ୍ମୃତିଯେ ତା କୋଳରେ ସମାପ୍ତି ଘଟିଛି...କେବେ ରାମାୟଣ,ବାଘ ମାମୁଁର ଚକୁଳି ଖିଆ ଶୁଣି ତ କେବେ ବୁଢ଼ୀ ଅସୁରୁଣୀ ଆଉ ବୀର ବାଜିରାଉତ ଗପ ଶୁଣି..

Personal

•

07
May
2025 7:54 PM

•


ଅବର୍ଣ୍ଣନୀୟା