ଅହ୍ୟ ସୁଲକ୍ଷଣୀ ଭଵଃ

ମଦ ଓ ଜୁଆ ନାୟିକାର ରୂପରେ ମଦୁଆଲା ବିରେନ୍ଦ୍ରଟା ଭୁଲିଗଲା ସୌଦାମିନୀ ଆଉ ତା' ପୁଅ ଶୁଭମର କଥା।ପ୍ରତ୍ୟେକଦିନ ମଦ ପିଇ ସୌଦାମିନୀର କଅଁଳିଆ ଶରୀରରେ ଜୋରଜବରଦସ୍ତ ଆଙ୍କିଦିଏ ସିଗାରେଟ୍ ଓ ଚମଡାବେଲ୍ଟର ଚିହ୍ନ।ପ୍ରତିବ୍ରତାର ଧର୍ମ ଓ ସତୀତ୍ଵର ଟିକିଏ ବି ପ୍ରଭାବ ପଡ଼େନି ବିରେନ୍ଦ୍ର ଉପରେ।ମାଡ଼,ଗାଳି ଓ ଯନ୍ତ୍ରଣାର ଆର୍ତ୍ତ ଚିତ୍କାରରେ କମ୍ପୁଥାଏ ଘରଟା।

Literature

18
Feb
2025 4:28 PM


ଅହ୍ୟ ସୁଲକ୍ଷଣୀ ଭଵଃ