ଭାବନା
ଭାବରେ ତୁମକୁ ମୋ ମନର ମନ୍ଦିରରେ ବାନ୍ଧି ରଖିଛି ପ୍ରିୟା ତୁମକୁ,ପ୍ରତିଟି ମୁହର୍ତ୍ତ ପ୍ରତିଟି ସମୟରେ ମୁଁ ତୁମକୁ ଖୋଜିଛି। ହେଲେ ତୁମକୁ ମୁଁ ପାଇବାର ଆଶା ସତେ କି ଲିଭି ଯାଇଛି, ସତେ ଅବା ଲିଭି ଲିଭି ଯାଉଥିବା ମହମ ବତି , ଡିବିରି ସଦୃଶ।
Personal
•
07
Apr 2024 12:05 AM
•


Personal
•
•
