ବୋଉ
ଜୀବନରେ ଆମେ ଯେତେ ବଡ ହୋଇଯାଉ ନା କାହିଁକି ମାତା ପିତା ପାଖରେ ସବୁବେଳେ ବାଳକ ସମାନ ଛୋଟ ହୋଇ ରହିବା । ତାଙ୍କ ପରି ନିଃସ୍ବାର୍ଥ ପ୍ରେମ କେବେ କିହି ଦେଇ ପାରିବେ ନାହିଁ । ବିଶ୍ବ ମାତୃ ଦିବସରେ ମୋ ବୋଉଙ୍କୁ ସମର୍ପିତ ଏହି କବିତା ପଢି ନିଜ ମତାମତ ଦେବେ🙏
Personal
•
06
May 2025 4:05 PM
•


Personal
•
•
