ଚୌରାଶି ସିଦ୍ଧ ଲିଙ୍ଗ ମହାତ୍ମ୍ୟ

ଏକଦା ଦେବାଧିଦେବ ମହାଦେବ ମାତା ପାର୍ବତୀ ଙ୍କ ଜିଜ୍ଞାସାକୁ ଦୂରକରି ଚୌରାଶି ସିଦ୍ଧ ଲିଙ୍ଗ ମହାତ୍ମ୍ୟ ବର୍ଣ୍ଣନା କରିଥିଲେ । ଆସନ୍ତୁ ମହାଶିବରାତ୍ରୀ ଉପଲକ୍ଷେ ସେହି ଚୌରାଶି ସିଦ୍ଧ ଲିଙ୍ଗମାନଙ୍କର ପବିତ୍ର ମାହାତ୍ମ୍ଯକୁ ଜାଣିବା ଯାହା ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି ।

Spiritual

20
Feb
2025 8:04 PM


ଚୌରାଶି ସିଦ୍ଧ ଲିଙ୍ଗ ମହାତ୍ମ୍ୟ