ଦୋଳେ ଚ ଦୋଳଗୋବିନ୍ଦ..
ଆମ ଓଡ଼ିଶାରେ ଦୋଳପୂର୍ଣ୍ଣିମାର ଉତ୍ସବ ଆରମ୍ଭ ହୁଏ ଫଗୁଦଶମୀରୁ, ଯାହା ଫାଲ୍ଗୁନ ଶୁକ୍ଳ ପକ୍ଷ ଦଶମୀକୁ କୁହାଯାଏ। ଓଡ଼ିଶାର ପୂରପଲ୍ଲୀରେ ଥିବା ବିଭିନ୍ନ ରାଧା କୃଷ୍ଣ ମନ୍ଦିର ଓ ଶୈବ ପୀଠମାନଙ୍କରେ ଥିବା ଠାକୁର ମୂର୍ତ୍ତିମାନ ଦୋଳ ବିମାନରେ ବସି ଏହି ଫଗୁ ଦଶମୀରୁ ପଂନ୍ତି ଖାଇବା ଆରମ୍ଭ କରନ୍ତି।
Festivals
•
25
Mar 2024 8:57 PM
•
