ଗୋଲାପ ଓ ଘରଣୀ

ପ୍ରେମ ର ପ୍ରତୀକ ଗୋଲାପ, ଦୁଇ ହୃଦୟ ର ଅନାବିଳ ପ୍ରେମ କୁ ଶାଶ୍ୱତ ର ରଙ୍ଗରେ ରଙ୍ଗେଇ ଦେଇ, ଦୁଇ ହୃଦୟ ଯୋଗ ସୂତ୍ର ପାଲଟି ଯାଏ ଏଇ ଗୋଲାପ। valentine day 🎉🎁😍 ରେ ଆପଣ ମାନଙ୍କୁ ମୋର ଏକ ସୁନ୍ଦର ଭେଟି....🎁

Literature

09
Feb
2025 12:59 PM


ଗୋଲାପ ଓ ଘରଣୀ