Srujanee Logo

ହାତୀ ଝୁଲୁଥାଇ କୁକୁର ଭୁକଇ ହାତୀକି ନ ମାଡେ ଡର,  ହାତୀ ଉପରକୁ ମାହୁନ୍ତ ବସିଲେ ହାତୀ ଚାଲୁଥାଏ ଖର

ମୁଖ୍ୟ କବିତା - ଝୁଲ ହାତୀ ଝୁଲ ପୁସ୍ତକ - ଧୋ ରେ ବାଇଆ ଧୋ ରଚୟିତା - ଭାଷା ପଣ୍ଡିତ ରାୟବାହାଦୁର ଗୋପାଳ ଚନ୍ଦ୍ର ପ୍ରହରାଜ

Literature

•

30
Apr
2024 6:35 PM

•


ହାତୀ ଝୁଲୁଥାଇ କୁକୁର ଭୁକଇ
ହାତୀକି ନ ମାଡେ ଡର, 
ହାତୀ ଉପରକୁ ମାହୁନ୍ତ ବସିଲେ
ହାତୀ ଚାଲୁଥାଏ ଖର