ହିତାଧିକାରିଣୀ
ଅନେକ ଦିନ ଆଗରୁ ଫକୀର ମୋହନଙ୍କ ରେବତୀ ଭଳି ଝୁନି ଭୋକ,ଉପାସ ଓ ଜ୍ୱରରେ ପଡି ମରିଗଲାଣି।କିନ୍ତୁ ତଥାପି ଗୁରୁବାରି କାର୍ଯ୍ୟାଳୟ ଆଡେ ଆସେ,ଘର ବାବଦରେ ପଚାରେ ପୁଣି ଚାଲିଯାଏ।
Literature
•
19
Feb
2025 8:21 AM
•