Srujanee Logo

ଜୀବନ:ଏକ ପ୍ରହେଳିକା

ଜୀବନ:ଏକ ଛୋଟ ଶବ୍ଦ ଟିଏ କିନ୍ତୁ ବର୍ଣ୍ଣନା କରିବା ପାଇଁ ଚେଷ୍ଟା କଲେ କାହୁଁ ଆସି ଗଣ୍ଠି ପଡ଼ିଯାଏ ସବୁ ଖିଅ।ପ୍ରତିଟି ଖିଅ ରେ ନିଜର ଅସ୍ତିତ୍ବ ଜାହିର କରନ୍ତି ଅନେକ ଗୁଢ଼ ସୂତ୍ର,ଆଉ ପ୍ରତିଟି ଗଣ୍ଠିରେ ପ୍ରତିଫଳିତ ହୁଏ କ୍ଷତାକ୍ତ ଜୀବନର ଅନେକ ଅକ୍ଷତ ପ୍ରତିବିମ୍ଵ।

Literature

•

15
May
2025 11:56 PM

•


ଜୀବନ:ଏକ ପ୍ରହେଳିକା