ଜୀବନ ଗଛ
ଗଛ ସମସ୍ତଙ୍କୁ ସ୍ନେହ ଆଦର ତ ଦିଏ ତାକୁ କଣ କିଛି ମିଳେ? ତାକୁ ଖାଲି ମିଳିଥାଏ ବିଶ୍ୱାସ ଘାତ, କୁରାଡି ଘାତ, ଘାତ ପ୍ରତିଘାତ ରେ ଜୀବନ ଚାଲିଥାଏ। ଅନବରତ ସଂଘର୍ଷ ବଞ୍ଚିବା ପାଇଁ କରୁଥାଏ।
Lifestyle
•
06
May
2024 9:14 AM
•