ଜୀବନର ଅନୁଶୀଳନ
ଆମେ ଆମର ଜୀବନରେ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ଥରେ ମନରେ ଭଲରେ ବିଚାର କରି କରିବା ଉଚିତ୍ । କାରଣ ଇତିହାସ ସବୁବେଳେ ପୁନରାବୃତ୍ତି ହୋଇଥାଏ । ଯେପରି ଗୋଟିଏ ଯୁଗ ପରେ ଆଉ ଗୋଟିଏ ଯୁଗ ଆସେ ସେହିପରି ବାଳକରୁ ପୌଢ ଓ ବୃଦ୍ଧ ଅବସ୍ଥା ଆସେ । ଏହାକୁ ବିଚାର କରିବା ।
Lifestyle
•
27
Mar 2025 8:24 PM
•
